Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Aries

ମେଷ

Thursday 27 Oct 2022

ଅଶ୍ୱନୀ –ମାନସିକ ଶାନ୍ତିରୁ ମୁକ୍ତି ପାଇବେ । ନୂତନ ଲୁଗା ବ୍ୟବସାୟ ପାଇଁ ଯୋଜନା କରବେ । ପତୀ, ପତ୍ନୀଙ୍କ ଭିତରେ ମଧୁର ସମ୍ପର୍କ ସ୍ଥାପନ ହେବ

ଦ୍ୱିଜା – ରାଜନୀତିରେ କିଛି ନୂଆ କରିବେ । କର୍ମକ୍ଷେତ୍ରରେ ସବୁ କାର୍ଯ୍ୟକୁ ନିଜ ହାତକୁ ନେଇ ଶେଷ କରିବେ । ପିଲାମାନେ ପଢାରେ ପଛେଇବେ ।

କୃତିକା – ଚୟନ ଭୁମିକୁ କ୍ରୟ କରିବେ । ମହିଳା ମାନେ ସମସ୍ତଙ୍କୁ ଆଦର କରିବେ

ପ୍ରତିକାର - ଲାଲ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :