ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କନ୍ୟା ରାତ୍ରି ୦୩.୨୬ ଗତେ ତୁଳା,ତିଥି – ୯ମୀ ରାତ୍ରି ୦୩.୦୫ ଗତେ ୧୦ମୀ,ଘାତ ଚନ୍ଦ୍ର – ବୃଷ ରାତ୍ରି ୦୩.୨୬ ପର୍ଯ୍ୟନ୍ତ,ଘାତ ବାର – ମକର,ପୁଷ୍କର ଦୋଷ – ୨ ପାଦ - କୃଷିହାନି- ଭୂମିଦାନ ।
ପୂ, ଭାଦ୍ରପଦ- ଶରୀରରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି କ୍ଷ ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।
ଉ, ଭାଦ୍ରପଦ- ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନ ସାଥୀଙ୍କ ସହ କଥା ହୋଇପାରନ୍ତି । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ବିଜ୍ଞାନ ଛାତ୍ରୀ ସଫଳତା ପାଇବେ । ରାଜନିତିରେ ସମସ୍ତଙ୍କ ପ୍ରତି ନମ୍ର ବ୍ୟବହାର ରହିବ ।
ରେବତୀ- ମାଲିମକନ୍ଦମାରେ ଜୟଲାଭ କରିବାର ଆଶା ରହିଛି । ଧାତୁ ଅଳଙ୍କାର କ୍ରୟ କରି ସାମାନ୍ୟ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ
ପ୍ରତିକାର – ଲାଲ୍ ପିମ୍ପୁଡିକୁ ଡାଲିଚୁରା ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩