• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th January 2024: ଏହି ରାଶିର ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ...

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୭ ତାରିଖ ଶନିବାର ଚନ୍ଦ୍ର- କର୍କଟ ଦିବା ୦୧.୦୧ ଗତେ ସିଂହ। ତିଥି- ୨ୟା ରାତ୍ରି ୦୩.୩୭ ଗତେ ୩ୟା।

Scorpio

ବିଛା

Saturday 27 Jan 2024

ବିଶାଖା- ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ । ଶାରୀରିକ ଅସୁସ୍ଥତା ଦୂରେଇ ଯିବ

ଅନୁରାଧା- ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ପ୍ରଶଂସିତ ହୋଇପାରନ୍ତି । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନେ ଶିକ୍ଷାରେ ସଫଳତା ଲାଭ କରିବେ

ଜ୍ୟେଷ୍ଠା- ପିଲା ମାନେ ଯାନବାହନ କିଣିବା ପାଇଁ ଜିଦ୍ ଧରି ପାରନ୍ତି । ଶତ୍ରୁ ଯେତେ ଚେଷ୍ଟା କରିଲେ ମଧ୍ୟ କିଛି କ୍ଷତି କରି ପାରିବେ ନାହିଁ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :