Daily Horoscope 27th August 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭ ପାଇବେ

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର ତିଥି – ଅମାବାସ୍ୟା ଦିବା ୦୧/୪୭ ଗତେ ପ୍ରତିପଦ ଚନ୍ଦ୍ର – ସିଂହ ଅହୋରାତ୍ର ଘାତ ଚନ୍ଦ୍ର- କର୍କଟ ଓ ମକର ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ

Aries

ମେଷ

Saturday 27 Aug 2022

ଅଶ୍ୱନୀ –ପରିବାର ମଧ୍ୟରେ ଅଜଥା ସମାଲୋଚିତ ହେବେ

ଦ୍ୱିଜା –ପ୍ରତ୍ୟେକଟି ଉଦ୍ୟମରେ ବିଫଳତା ଲାଭ କରିବେ

କୃତିକା –ନିଜର ବନ୍ଧୁଙ୍କ ଠାରୁ ଧୋକା ପାଇ ପାଇ ପାରନ୍ତି

ଶୁଭ ରଙ୍ଗ- ଲାଲ୍ 

ଶୁଭ ସଂଖ୍ୟା -୯

ପ୍ରତିକାର - ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :