• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th October 2024: ଆଜି ଏହି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ପାଇବେ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର- କର୍କଟ ଦିବା ୦୯.୪୬ ଗତେ ସିଂହ,ତିଥି- ୧୦ମୀ ନିଶାନ୍ତ ୦୫.୨୪ ଗତେ ୧୧ଶୀ,ଘାତଚନ୍ଦ୍ର- ଦିବା, ୦୯.୪୬ ଗତେ କର୍କଟ ଓ ମକର ରାଶିର,ଘାତବାର- ବିଛା , ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Leo

ସିଂହ

Saturday 26 Oct 2024

ମଘା- ଆତ୍ମବଳ ବୃଦ୍ଧି ପାଇବା ସହିତ ପରିବାରରେ ସୁଖ-ଶାନ୍ତି ପ୍ରାପ୍ତ ହେବ । ପ୍ରେମିକ, ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ପରିସ୍ଥିତି ଜଟିଳତା ମଧ୍ୟରେ ସମସ୍ତ କାର‌୍ୟ୍ୟ ବାଧାପ୍ରାପ୍ତି ହୋଇପାରେ ।

ପୂ,ଫାଲଗୁନି- ବେପାର ବୃତିରେ ସଫଳତା ହାସଲ କରିବେ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି

ଉ,ଫାଲଗୁନି- ଅଭାବି ଲୋକଙ୍କୁ ସାହାର‌୍ୟ୍ୟ ସହଯୋଗର ହାତ ବଢାଇବେ । ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି । କୌଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ । ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନ ସମ୍ମାନ ପାଇ ପାରନ୍ତି ।

ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :