• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th May 2023: ଏହି ରାଶିର ବ୍ୟକ୍ତି ଆଜି କୋର୍ଟ କଚେରି ମାମଲାରେ ଆଶାଜନକ ଫଳ ପାଇବେ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର – କର୍କଟ ରାତ୍ରି ୦୮.୪୯ ଗତେ ସିଂହ ,ତିଥି – ୬ଷ୍ଠୀ ପ୍ରାତଃ ୦୫.୧୯ ଗତେ ୭ମୀ,ଘାତ ଚନ୍ଦ୍ର – ରାତ୍ରି ୦୮.୪୯ ଗତେ କର୍କଟ ଓ ମକର ,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ପ୍ରାତଃ ୦୫.୧୯ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ ।

Gemini

ମିଥୁନ

Friday 26 May 2023

ମୃଗଶିରା- କୈାଣସି କାର୍ଯ୍ୟରେ ସଫଳତା ହାସଲ କରିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଉଦର ବ୍ୟଥା ଭୋଗି ପାରନ୍ତି

ଆଦ୍ରା- ପ୍ରେମିକା,ପ୍ରେମିକ ମାନଙ୍କର ପୁର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀ ମାନେ ପଢାରେ ଅନ୍ୟସମସ୍କ ରହିବେ ।

ପୁନର୍ବସୁ- ଆପଣଙ୍କର କ୍ରୀଡା କାର‌୍ୟ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଆପଣ ବୁଦ୍ଧିମାନ ଭାବରେ ବିଚାର କରିବାରେ ସକ୍ଷମ ହେବେ

ପ୍ରତିକାର – ବିଷ୍ଣୁଙ୍କର ପୂଜା ସହିତ ସହସ୍ର ନାମ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :