Advertisment

Daily Horoscope 26th feb 2024: ଏହି ରାଶିର ବ୍ୟକ୍ତିଙ୍କ ଅର୍ଥର ଅଭାବ ରହିବ ନାହିଁ

author-image
Tanmay Kumar Mahalik
Daily Horoscope 26th feb 2024: ଏହି ରାଶିର ବ୍ୟକ୍ତିଙ୍କ ଅର୍ଥର ଅଭାବ ରହିବ ନାହିଁ
ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ସିଂହ ଦିବା ୦୮.୧୦ ଗତେ କନ୍ୟା । ତିଥି- ୨ୟା ରାତ୍ରି ୧୧.୧୬ ଗତେ ୩ୟ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୦୮.୧୦ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶ ହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୧୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୦ ପର୍ଯ୍ୟନ୍ତ ।