• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th Nov 2022: ଏହି ରାଶିର ବ୍ୟକ୍ତି ଆଜି କୋର୍ଟ ମାମଲାରେ ବିଜୟ ଲାଭ କରିବେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ସନ୍ଧ୍ୟା ୦୫/୨୧ ଗତେ ଧନୁ ତିଥି- ୨ୟା ରାତ୍ରି ୧୦/୩୫ ଗତେ ୩ୟା ଘାତ ଚନ୍ଦ୍ର- ସନ୍ଧ୍ୟା ୦୫/୨୧ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ରାତ୍ରି ୧୦/୩୫ ପର୍ଯ୍ୟନ୍ତ

Scorpio

ବିଛା

Friday 25 Nov 2022

ବିଶାଖା – ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ପାରିବାରିକ ଜୀବନ ପ୍ରିତିହାନି ଯୋଗ ।

ଅନୁରାଧା – ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ । ରାଜନୀତି ଦୃଢ ହେବ । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ ।

ଜ୍ୟେଷ୍ଠା – ସମ୍ପତି ବୃଦ୍ଧି ହେବ । ମହିଳା ମାନେ ସହନଶୀଳତା ଭାବ ଜାଗ୍ରତ କରିବେ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର – ମାଆ ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :