• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th Nov 2022: ଏହି ରାଶିର ବ୍ୟକ୍ତି ଆଜି କୋର୍ଟ ମାମଲାରେ ବିଜୟ ଲାଭ କରିବେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ସନ୍ଧ୍ୟା ୦୫/୨୧ ଗତେ ଧନୁ ତିଥି- ୨ୟା ରାତ୍ରି ୧୦/୩୫ ଗତେ ୩ୟା ଘାତ ଚନ୍ଦ୍ର- ସନ୍ଧ୍ୟା ୦୫/୨୧ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ରାତ୍ରି ୧୦/୩୫ ପର୍ଯ୍ୟନ୍ତ

Pisces

ମୀନ

Friday 25 Nov 2022

ପୂ , ଭାଦ୍ରପଦ - ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ଭାତୃ କଳହ ଦୂରେଇ ଯିବ । ରାଜନେତାଙ୍କ ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ

ଉ , ଭଦ୍ରପଦ - ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ

ରେବତୀ – ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ମହିଳା ମାନଙ୍କର ମିଷ୍ଠାର୍ଣ୍ଣ ଭୋଜନର ଯୋଗ ରହିଛି

ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ