ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ସନ୍ଧ୍ୟା ୦୫/୨୧ ଗତେ ଧନୁ ତିଥି- ୨ୟା ରାତ୍ରି ୧୦/୩୫ ଗତେ ୩ୟା ଘାତ ଚନ୍ଦ୍ର- ସନ୍ଧ୍ୟା ୦୫/୨୧ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ରାତ୍ରି ୧୦/୩୫ ପର୍ଯ୍ୟନ୍ତ
ଧନିଷ୍ଠା – ଶରୀର ପାଇଁ ଚିନ୍ତା ଆଦୌ ରହିବ ନାହିଁ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ
ଶତଭିଷା – ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ମହିଳା ମାନେ ଖିଆଲି ମନବୃର୍ତି ପୋଷଣ କରିବେ । ବ୍ୟବସାୟ ବଢାଇବା ପାଇଁ ସୂବର୍ଣ୍ଣ ସୁଯୋଗ ପାଇବେ
ପୂ , ଭାଦ୍ରପଦ – ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ । ଆୟିନୀର ଦ୍ୱାରସ୍ଥ ହେବେ ।
ପ୍ରତିକାର – ମାଆ ଶାରଳାଙ୍କ ଆରଧନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮