Advertisment

Daily Horoscope 25th May 2025: ଏହି ରାଶିଙ୍କୁ ମିଳିବ ବଡ଼ ଖବର; ଜାଣନ୍ତୁ ଆଜିର ରାଶିଫଳ..

author-image
Tapaswini Nayak
Daily Horoscope 25th May 2025: ଏହି ରାଶିଙ୍କୁ ମିଳିବ ବଡ଼ ଖବର; ଜାଣନ୍ତୁ ଆଜିର ରାଶିଫଳ..
ଅଶ୍ୱନୀ- ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । କାର‌୍ୟ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ । ବ୍ୟବସାୟରେ କ୍ଷତି ଘଟିବା ଯୋଗୁ କ୍ରମେ କାରବାର ସଙ୍କୁଚିତ ହେବ। ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ।ଦ୍ୱିଜା- ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ ।