• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th February 2023: ଆଜି ଏହି ରାଶିର ବ୍ୟକ୍ତି ନୂଆ ଗୃହ ନିର୍ମାଣ କରିବାର ଯୋଗ ରହିଛି

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୬ଷ୍ଠୀ ରାତ୍ରି ୧୨.୨୦ ଗତେ ୭ମୀ ।ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର- ବୃଷ , ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୧୨.୨୦ ଗତେ ୨ ପାଦ

Pisces

ମୀନ

Saturday 25 Feb 2023

ପୂ, ଭାଦ୍ରପଦ- ଦାମ୍ପତ୍ୟ ଜୀବନରେ ପତୀପତ୍ନୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ହେବ । କୈାଣସି ନୂତନ ଯୋଜନାର ଶୁଭାରମ୍ଭ ହୋଇପାରେ । ଅଜଥା ଦ୍ରବ୍ୟ କ୍ରୟରେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି ।

ଉ, ଭାଦ୍ରପଦ- କୈାଣସି ଧାର୍ମିକ ଅନୁଷ୍ଠାନରେ କିଛି ଦାୟିତ୍ୱ ବହନ କରିବାକୁ ପଡିପାରେ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଛାତ୍ରଛାତ୍ରୀ ମାନେ ସୃଙ୍ଖଳିତ ରହିବା ସହିତ ବିକାଶ ଦିଗରେ ଅଗ୍ରଗତି କରିବେ ।।

ରେବତୀ- ରାଜନିତିରେ ନିଜର ସଙ୍ଗଠନିକ ଦକ୍ଷତା, ଯୋଗ୍ୟତା ଅନୁସାରେ ପଦବୀ ମିଳିପାରେ । କିଛି ନୂଆ କରିବାର ଈଚ୍ଚା ଆପଣଙ୍କ ମନରେ ରହିବ ।

ପ୍ରତିକାର- ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :