• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th August 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ସୁନାମ ଓ ଆୟ ବୃଦ୍ଧି ହୋଇପାରେ

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଆଜି ଇଂରାଜୀରେ ୨୫ ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Gemini

ମିଥୁନ

Thursday 25 Aug 2022

ମୃଗଶିରା - ସନ୍ଦେହ ଓ ଭୁଲବୁଝାବଣାରୁ ପାରିବାରିକ କଳହ ଦେଖା ଦେଇପାରେ

ଆଦ୍ରା - ସୃଜନଶୀଳତା ଓ ଧର୍ମକାର୍ଯ୍ୟରେ ବାଧାପ୍ରାପ୍ତ ଦେଖାଦେବ

ପୁନର୍ବସୁ - ବନ୍ଧୁତା ସୂତ୍ରରେ ଆବଦ୍ଧ ରହି କର୍ତବ୍ୟରେ ତ୍ରୁଟି ରହିବ

ଶୁଭ ରଙ୍ଗ- ସବୁଜ

ଶୁଭ ସଂଖ୍ୟା- ୫

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :