• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th August 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ସୁନାମ ଓ ଆୟ ବୃଦ୍ଧି ହୋଇପାରେ

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଆଜି ଇଂରାଜୀରେ ୨୫ ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Pisces

ମୀନ

Thursday 25 Aug 2022

ପୂ , ଭାଦ୍ରପଦ -ଆତ୍ମୀୟ ସୂଜନ ଆପଣଙ୍କ ବିରୋଧୀ ହେବେ

ଉ , ଭଦ୍ରପଦ - ଦୈହିକ ଅସୁସ୍ଥତା କରଦାତାଙ୍କ ଚାପ ସମସ୍ୟା ଦେଖାଦେବ

ରେବତୀ –ନିଜ ଲୋକଙ୍କ ବେଖାତିରି ମନୋଭାବ ମାନସିକ ଅଶାନ୍ତିର କାରଣ ହୋଇପାରେ

ଶୁଭ ରଙ୍ଗ- ହଳଦିଆ

ଶୁଭ ସଂଖ୍ୟା- ୩

ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :