• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th August 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ସୁନାମ ଓ ଆୟ ବୃଦ୍ଧି ହୋଇପାରେ

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଆଜି ଇଂରାଜୀରେ ୨୫ ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Aquarius

କୁମ୍ଭ

Thursday 25 Aug 2022

ଧନିଷ୍ଠା –ପରିବାରରେ ସୁଖ, ଶାନ୍ତି ରହିବ । ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ

ଶତଭିଷା – ବ୍ୟବସାୟରେ ଉତ୍ତମ ଜ୍ଞାନକୈାଶଳ ପ୍ରୟୋଗ କରିବେ

ପୂ , ଭାଦ୍ରପଦ –ଆଲୋଚନାରେ ନିଜକୁ ସାମିଲ କରିବେ

ଶୁଭ ରଙ୍ଗ- ନୀଳ

ଶୁଭ ସଂଖ୍ୟା- ୮

ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :