• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Oct 2022: ଦୀପାବଳିରେ ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭ ହୋଇପାରେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର ଚନ୍ଦ୍ର – କନ୍ୟା ରାତ୍ରି ୦୨/୩୨ ଗତେ ତୁଳା ତିଥୀ - ୧୪ଶୀ ସନ୍ଧ୍ୟା ୦୫/୨୭ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ବୃଷ ରାତ୍ରି ୦୨/୩୨ ପର୍ଯ୍ୟନ୍ତ ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ –ନାସ୍ତି

Aries

ମେଷ

Monday 24 Oct 2022

ଅଶ୍ୱନୀ – ପାରିବାରିକ ଜୀବନରେ ସହଯୋଗ ମିଳିବ । ବ୍ୟବସାୟରେ ତ୍ୱରନ୍ତ ଫଇସଲା ଫଳପ୍ରଦ ହୋଇପାରେ । ଶାରୀରିକ ଉପସମ ମିଳିବ

ଦ୍ୱିଜା – ରାଜନିତିରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ । ଛାତ୍ରଛାତ୍ରୀ ମାନେ ଉନ୍ନତି ପଥରେ ଅଗ୍ରସର ହେବେ । କର୍ମ କ୍ଷେତ୍ରରେ ହାତକୁ ନେଇ ଥିବା କାମରେ କୃତ କାର୍ଯ୍ୟ ହେବେ

କୃତିକା –ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ମହିଳା ମାନେ ଅଧିକ ପରିଶ୍ରମି ହେବେ

ପ୍ରତିକାର- “ଓଁ ଅଂ ଅଙ୍ଗାରକାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :