Daily Horoscope 24th November 2024: ଆଜି ଏହି ରାଶିର ବ୍ୟକ୍ତିଙ୍କର ସଙ୍ଗୀତ କ୍ଷେତ୍ରରେ ନୂତନ ସୁଯୋଗ ମିଳିବ
/odishatv-khabar/media/media_files/uploadimage/library/16_9/16_9_0/IMAGE_1732418826-884023.jpg)
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର । ଚନ୍ଦ୍ର- ସିଂହ ନିଶାନ୍ତ ୦୫.୦୨ ଗତେ କନ୍ୟା,ତିଥି- ୯ମୀ ରାତ୍ରି ୧୦.୨୦ ଗତେ ୧୦ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ନିଶାନ୍ତ ୦୫.୦୨ ଗତେ ବୃଷ ରାଶିର, ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୦.୧୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାନଞ୍ଚଦାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
