• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ପ୍ରତିପଦ ରାତ୍ରି ୦୧/୩୭ ଗତେ ୨ୟା ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା , କୁମ୍ଭ ପୁଷ୍କର ଦୋଷ – ରାତ୍ରି ୦୧/୩୭ ଗତେ ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ

Sagittarius

ଧନୁ

Thursday 24 Nov 2022

ମୂଳା – ପ୍ରେମିି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ । ଅଫିସ୍‌ରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ

ପୂ , ଷାଢା – ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବିଦ୍ୟାର୍ଥୀ କ୍ୟାରୀୟରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ

ଉ , ଷାଢା – କୈାଣସି ପୁରୁଣା ବିବାଦର ସମ୍ମୁଖିନ କରିବାକୁ ପଡିବ । ମହିଳାଙ୍କୁ କାମରେ ଟିକେ ଆରାମ ମିଳିବ

ପ୍ରତିକାର – ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :