• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ପ୍ରତିପଦ ରାତ୍ରି ୦୧/୩୭ ଗତେ ୨ୟା ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା , କୁମ୍ଭ ପୁଷ୍କର ଦୋଷ – ରାତ୍ରି ୦୧/୩୭ ଗତେ ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ

Leo

ସିଂହ

Thursday 24 Nov 2022

ମଘା – ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । ବ୍ୟବସାୟରେ ଉତ୍ତମ ଜ୍ଞାନକୈାଶଳ ପ୍ରୟୋଗ କରିବେ

ପୂ , ଫାଲଗୁନୀ – କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ । ଶିକ୍ଷାର୍ଥୀ ଅଧୟନ ପ୍ରିୟ ହେବେ । ଲୋକ କଲ୍ୟାଣ କାର୍ଯ୍ୟ କରିବେ

ଉ ,ଫାଲଗୁନୀ – ସାସ୍କୃତିକ ପରିବେଶରେ ଯୋଗ ଦାନ କରିପାରନ୍ତି । ଘରର ସୀମାକୁ ନେଇ କଳହ ଦେଖାଦେଇ ପାରେ ।

ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :