• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ପ୍ରତିପଦ ରାତ୍ରି ୦୧/୩୭ ଗତେ ୨ୟା ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା , କୁମ୍ଭ ପୁଷ୍କର ଦୋଷ – ରାତ୍ରି ୦୧/୩୭ ଗତେ ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ

Aquarius

କୁମ୍ଭ

Thursday 24 Nov 2022

ଧନିଷ୍ଠା – ଦୁର୍ବଳ ଇଚ୍ଛା ଶକ୍ତି ହେତୁ ଆପଣଙ୍କର ମାନସିକ ଅଶାନ୍ତି ଘଟିପାରେ । କାର୍ଯ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରିବେ । ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି

ଶତଭିଷା – ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । ଜମି , ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ ମିଳିବ । ପିଲା ମାନେ ଶାନ୍ତି ପ୍ରିୟ ହେବେ

ପୂ , ଭାଦ୍ରପଦ – ସମାଜରେ ଆଦର ସମ୍ମାନ ପାଇବେ । ଯାନବାହନ ଚଳାଇବା ସମୟରେ ସତର୍କ ଅବଲମ୍ବନ କରନ୍ତୁ

ପ୍ରତିକାର – ଶନି ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :