• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th August 2024: ଏହି ରାଶିର ବ୍ୟକ୍ତିଙ୍କର ଅଟକିଥିବା କାର୍ଯ୍ୟ ପୂରଣ ହେବ ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର ଚନ୍ଦ୍ର- ମେଷ ଅହୋରାତ୍ର ତିଥି-୫ମୀ ପ୍ରାତଃ ୦୭.୫୨ ଗତେ ୬ଷ୍ଠୀ ନିଶାନ୍ତ ୦୫.୩୧ ଗତେ ୭ମୀ ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ- କୃଷିହାନି-ଭୂମିଦାନ ନିଶାନ୍ତ ୦୫.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Aquarius

କୁମ୍ଭ

Saturday 24 Aug 2024

ଧନିଷ୍ଠା- କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ଦୁର୍ବଳତା ହେତୁ ଭୁଲ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।

ଶତଭିଷା- ବିଦେଶରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ ଉତ୍ଥାନ ପତନରେ ଗତି କରିବେ । ଅପେକ୍ଷା କରିଥିବା ସରକାରୀ ସ୍ତରରୁ ଶୁଭ ଖବରଟି ମିଳିବ ।

ପୂ,ଭାଦ୍ରପଦ- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ । ପରୋକ୍ଷ ଭାବରେ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :