• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23th March 2023: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ଦିବା ୦୨.୦୯ ଗତେ ମେଷତିଥି – ୨ୟା ସନ୍ଧ୍ୟା ୦୬.୨୧ ଗତେ ୩ୟା ,ଘାତ ଚନ୍ଦ୍ର – ଧନୁ ଦିବା ୦୨.୦୯ ଗତେ ମେଷ,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ –୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬.୨୧ ପର୍ଯ୍ୟନ୍ତ ।

Pisces

ମୀନ

Thursday 23 Mar 2023

ପୂ, ଭାଦ୍ରପଦ- ଉଚ୍ଚ ସ୍ଥାନରୁ ପଡି ଯାଇ ଗୋଡରେ ଆଘାତ ଲାଗିପାରେ । ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ପ୍ରେମିଯୁଗଳ ଏକାନ୍ତରେ ସମୟ କାଟିବେ

ଉ, ଭାଦ୍ରପଦ- ବ୍ୟବସାୟରେ ଅଚାନକ ଧନ ଲାଭ ହୋଇପାରେ । ଛାତ୍ରଛାତ୍ରି ମାନେ ସୁଖ୍ୟାତି ଅର୍ଜନ କରିବା ସହିତ ସବୁ ପ୍ରକାର ସହଯୋଗ କରିବେ । ରାଜନିତିରେ ଆର୍ଥୀକ ଲାଭ ମିଳିବ । ସାହିତ୍ୟିକଙ୍କ ଲାଗି ଦିନଟି ଭଲ ରହିବ

ରେବତୀ- ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ମହିଳା ମାନେ ସୁନା ଅଳଙ୍କାର କିଣିବା ଲାଗି ଭାବିବେ । ଦୃଢସଂକଳ୍ପ ଓ ଆତ୍ମବିଶ୍ୱାସ ଭରପୁର ରହିବ ଏବଂ ଅଧିକ ଧନ ଅର୍ଜନ କରିବାର ରାସ୍ତା ଖୋଲିଯିବ

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :