• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd Nov 2022: ଆଜି ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର ଚନ୍ଦ୍ର – ତୁଳା ଦିବା ୦୪/୦୩ ଗତେ ବିଛା ତିଥି- ୧୪ଶୀ ପ୍ରାତଃ ୦୬/୫୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୯/୩୬ ପର୍ଯ୍ୟନ୍ତ

Pisces

ମୀନ

Wednesday 23 Nov 2022

ପୂ , ଭାଦ୍ରପଦ - ସନ୍ତାନ ଚିନ୍ତା ଦେଖା ଦେଇପାରେ । କୈାଣସି କାମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବେ । ପରିବାର ଭିତରେ ଭୁଲ ବୁଝାବଣା ଦେଖା ଦେଇପାରେ

ଉ , ଭଦ୍ରପଦ - ବନ୍ଧୁ , ବର୍ଗଙ୍କ ସହିତ ସଂପର୍କ ମଜବୁତ୍ ରହିବ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ

ରେବତୀ – ଶତୃମାନେ କ୍ଷତି କରି ପାରନ୍ତି ତେଣୁ ସତର୍କ ରୁହନ୍ତୁ । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :