Daily Horoscope 23rd June 2025: ଏହି ରାଶିଙ୍କୁ ମିଳିବ ଶୁଭ ଖବର, ଅଚାନକ ଧନଲାଭ ସୁଯୋଗ; ଜାଣନ୍ତୁ ଆପଣଙ୍କ ରାଶିଫଳ...
/odishatv-khabar/media/media_files/uploadimage/library/16_9/16_9_0/IMAGE_1740628063-694692.jpg)
ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଘରକୁ ଅତିଥୀ ଆସିବାର ସମ୍ଭାବନା ରହିଛି । ଶିକ୍ଷାର୍ଥୀମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ସରକାରୀ ସଂସ୍ଥା କାମରେ ସହଯୋଗ କରିପାରନ୍ତି ।