• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd July 2024: ଏହି ରାଶିର ବ୍ୟକ୍ତି ଆଜି ଦୂର ଜାଗାକୁ ଯାତ୍ରା କରିବେ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର ।ଚନ୍ଦ୍ର-ମକର ଦିବା ୦୯.୨୦ ଗତେ କୁମ୍ଭ ,ତିଥି- ୨ୟା ଦିବା ୧୦.୨୩ ଗତେ ୩ୟା,ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୯.୨୦ ଗତେ ମିଥୁନ ଓ ମୀନ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ-୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାମ ଦିବା ୧୦.୨୩ ଗତେ ୧ ପାଦ-କୃଷିହାନି-ଭୂମିଦାନ

Capricorn

ମକର

Tuesday 23 Jul 2024

ଉ,ଷାଢା-ପରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଅର୍ଥ ଅବସ୍ଥା ବୃଦ୍ଧି କରିବା ପାଇଁ ଚିହ୍ନା ଲୋକଙ୍କଠୁ ନୂଆ ସ୍ରୋତ ମିଳିପାରେ ।

ଶ୍ରବଣା- ଅଫିସରେ ଜଣେ ବନ୍ଧୁଙ୍କୁ କେଦ୍ର କରି ଝଗଡା ଲାଗିପାରେ । ବିଦ୍ୟାର୍ଥୀ ମାନବଙ୍କ ପାଇଁ ସମୟ ଅନୁକୂଳ ରହିବ । ରାଜନୈତିକ କ୍ଷେତ୍ରରେ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ।

ଧନିଷ୍ଠା- ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ବିଗିଡିଯିବ । ଅନ୍ୟ ମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଅଟକିରହିଥିବା କାମର ଚିନ୍ତା ମନକୁ ଆନ୍ଦୋଠିତ କରିପାରେ ।

ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :