• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd July 2024: ଏହି ରାଶିର ବ୍ୟକ୍ତି ଆଜି ଦୂର ଜାଗାକୁ ଯାତ୍ରା କରିବେ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର ।ଚନ୍ଦ୍ର-ମକର ଦିବା ୦୯.୨୦ ଗତେ କୁମ୍ଭ ,ତିଥି- ୨ୟା ଦିବା ୧୦.୨୩ ଗତେ ୩ୟା,ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୯.୨୦ ଗତେ ମିଥୁନ ଓ ମୀନ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ-୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାମ ଦିବା ୧୦.୨୩ ଗତେ ୧ ପାଦ-କୃଷିହାନି-ଭୂମିଦାନ

Scorpio

ବିଛା

Tuesday 23 Jul 2024

ବିଶାଖା- କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଉତମକାର୍ଯ୍ୟ କରି ପଦୋନ୍ନତି ପାଇବେ । ବ୍ୟବସାୟ ଶୁଭାରମ୍ଭବ କରିବାର ସୁଯୋଗ ପାଇବେ । ବହୁ ଭ୍ରମଣ କରିବାକୁ ସଯୋଗ ପାଇବେ ।

ଅନୁରାଧା- ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବା ଫଳରେ ଉପରିସ୍ଥଙ୍କ କୃପାଭାଜନ ହେବେ । ଆୟକୁ ଚାହିଁ ବ୍ୟୟ ଅଟକଳ ନ କଲେ ଲୋକହସା ହେବେ ।

ଜ୍ୟେଷ୍ଠା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପୈତୃକ ସମ୍ପତି କୁ ନେଇ ଭାତୃ ବିବାଦ ତୁଟିଯିବ । ଚାକିରୀ କ୍ଷେତ୍ରରେ ଉତ୍ସାହିତ ହେବେ ।

ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :