• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କର ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ରାତ୍ରି ୦୩.୪୫ ଗତେ ମେଷ,ତିଥି – ୪ର୍ଥୀ ରାତ୍ରି ୦୧.୩୩ ଗତେ ୫ମୀ ,ଘାତ ଚନ୍ଦ୍ର – ଧନୁ ରାତ୍ରି ୦୩.୪୫ ଗତେ ମେଷ,ଘାତ ବାର- ତୁଳା , କୁମ୍ଭ, ପୁଷ୍କର ଦୋଷ – ନାସ୍ତି

Aquarius

କୁମ୍ଭ

Thursday 23 Feb 2023

ଧନିଷ୍ଠା- ସାମୟିକ ଶାରୀରିକ ଦୁର୍ବଳତା ଅନୁଭବ କରିବେ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । ପାରିବାରିକ ସୁଖ ଅପେକ୍ଷା ବ୍ୟକ୍ତିଗତ ସୁଖକୁ ଅଧିକ ଗୁରୁତ୍ୱ ଦେବେ । ସର୍ବସାଧାରଣ କାର‌୍ୟ୍ୟ ଏବଂ ନୂତନ ପ୍ରକଳ୍ପ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

ଶତଭିଷା- ବ୍ୟବସାୟରେ ସାମାନ୍ୟ ଲାଭ ରହିବ । ରାଜନୈତିକ କ୍ଷେତ୍ରରେ ନୂଆ ସମ୍ମାନ ମିଳିବ । ଛାତ୍ରଛାତ୍ରି ମାନେ ସଫଳତା ଦିଗରେ ଆଗେଇବେ । ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ ।

ପୂ, ଭାଦ୍ରପଦ- ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ଗୃହିଣୀ ମାନେ କାର‌୍ୟ୍ୟ ବ୍ୟସ୍ତତା ରହିବେ । ବିଦେଶରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପାଇବେ

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :