Advertisment

Daily Horoscope 22th May 2025: ଏହି ରାଶିଙ୍କୁ ମିଳିବ ବଡ଼ ଖବର; ଜାଣନ୍ତୁ ଆଜିର ରାଶିଫଳ..

author-image
Tapaswini Nayak
Daily Horoscope 22th May 2025: ଏହି ରାଶିଙ୍କୁ ମିଳିବ ବଡ଼ ଖବର; ଜାଣନ୍ତୁ ଆଜିର ରାଶିଫଳ..
ଅଶ୍ୱନୀ- ଅତୀତ କଥା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ଅସଜଡା ପାରିବାରିକ ପରିସ୍ଥିତି ସହ କର୍ମକ୍ଷେତ୍ରରେ କଳହ ଲାଗିରହିପାରେ। ବ୍ୟବସାୟରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ଦ୍ୱିଜା- ପରକଥାରେ ପଡି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବେ। ଅପୂରଣୀୟ ଆଶା ମନରେ ଆଲୋଡ଼ନ କରିବା କାରଣରୁ ସାମୟିକ ଅଶାନ୍ତି ରହିବେ। ଆମଦାନୀ କାରବାର କ୍ଷେତ୍ରରେ ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।