• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22th Feb 2024: ଏହି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ଅନୁଭବ କରିବେ...

ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୨୨ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି - ୧୩ଶୀ ଦିବା ୦୧.୨୧ ଗତେ ୧୪ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି

Virgo

କନ୍ୟା

Thursday 22 Feb 2024

ଉ,ଫଳଗୁନି - ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ପ୍ରେମ ସଂପର୍କ ମଜବୁତ୍ ରହିବ । 
ହସ୍ତା - ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଅଜଣା ଶତୃ ଆପଣଙ୍କର କ୍ଷତି କରି ପାରନ୍ତି ।
ଚିତ୍ରା - ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।  ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ ।  ଖେଳକୁଦରେ ମନ ଦେବେ । 
ପ୍ରତିକାର -  ପକ୍ଷୀମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ    

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :