• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22th Feb 2024: ଏହି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ଅନୁଭବ କରିବେ...

ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୨୨ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି - ୧୩ଶୀ ଦିବା ୦୧.୨୧ ଗତେ ୧୪ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି

Cancer

କର୍କଟ

Thursday 22 Feb 2024

ପୁନର୍ବସୁ - ବ୍ୟବସାୟରେ ପିତାମାତାଙ୍କ ସାହାଯ୍ୟ ସହଯୋଗ ପାଇବେ । ପୂର୍ବ ସମସ୍ୟା ସମାଧାନ ହୋଇଯାଇଥିବା କାରଣରୁ ମନ ଏକପ୍ରକାର ଭଲ ରହିବ । ନିଜ ଲୋକମାନଙ୍କ ଗହଣରେ ଦକ୍ଷତାର ସହ କାମ କରି ପ୍ରଶଂସିତ ହେବେ ।
ପୁଷ୍ୟା - ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ । ଚାକିରିରେ ପ୍ରାଧାନ୍ୟ ବଜାୟ ରହିବ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ । ମହିଳା ମାନେ ଧର୍ମପରାୟଣ ହେବେ ।
ଅଶ୍ଲେଷା - ବ୍ୟବସାୟୀ ନିଜର ଜରୁରୀ କାଗଜ ପତ୍ର ସମ୍ଭାଳି ରଖନ୍ତୁ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । କୌଣସି କାର୍ଯ୍ୟ ସଫଳତାରେ ବିଘ୍ନ ଆସିପାରେ । 
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :