• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd April 2023: ଏହି ରାଶିର ବ୍ୟକ୍ତି ଆଜି ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ରହିଛି

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୨ୟା ପ୍ରାତଃ ୦୭.୪୯ ଗତେ ୩ୟା,ଘାତ ଚନ୍ଦ୍ର – ବୃଷ, ସିଂହ ଓ କନ୍ୟା ,ଘାତ ବାର – କର୍କଟ , ମିଥୁନ ପ୍ରାତଃ ୦୭.୪୯ ଗତେ ସିଂହ, ଧନୁ ଓ କୁମ୍ଭ,ପୁଷ୍କର ଦୋଷ – ତିଳକାଞନ ଦାନ ପ୍ରାତଃ ୦୭.୪୯ ଗତେ ୨ପାଦ -କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୧୧.୨୫ ଗତେ ୧ପାଦ କୃଷିହାନି-ଭୂମିଦାନ ।

Sagittarius

ଧନୁ

Saturday 22 Apr 2023

ମୂଳା – ଅନ୍ତରଙ୍ଗ ବନ୍ଧୁ ସହିତ କଥା ହେବେ । କୈାଣସି କାରଣରୁ ମନ ଆନନ୍ଦିତ ରହିବ । ବ୍ୟବସାୟରେ ଖୁବ୍ ଲାଭ ସହ ପ୍ରସାର ମଧ୍ୟ ହେବ ।

ପୂ , ଷାଢା – ପାରଷ୍ପରିକ ବୁଝାମଣା ଭିତ୍ତିରେ କାମ କରିବା ହେତୁ ପାରିବାରିକ ସ୍ଥିତି ଭଲ ରହିବ। ରାଜନୀତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ହାତ ମିଶାଇବେ । ଛାତ୍ରଛାତ୍ରି ମାନେ ପରିକ୍ଷାରେ ବହୁତ ଭଲ ରହିବେ

ଉ , ଷାଢା – ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଜମି କିଣିବାର ସୁଯୋଗ ପାଇବେ । ବୈଦେଶିକ ବେପାରରେ ବଡ଼ ସଉଦା କରିବେ।

ପ୍ରତିକାର – ଗୁରୁଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :