• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd April 2023: ଏହି ରାଶିର ବ୍ୟକ୍ତି ଆଜି ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ରହିଛି

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୨ୟା ପ୍ରାତଃ ୦୭.୪୯ ଗତେ ୩ୟା,ଘାତ ଚନ୍ଦ୍ର – ବୃଷ, ସିଂହ ଓ କନ୍ୟା ,ଘାତ ବାର – କର୍କଟ , ମିଥୁନ ପ୍ରାତଃ ୦୭.୪୯ ଗତେ ସିଂହ, ଧନୁ ଓ କୁମ୍ଭ,ପୁଷ୍କର ଦୋଷ – ତିଳକାଞନ ଦାନ ପ୍ରାତଃ ୦୭.୪୯ ଗତେ ୨ପାଦ -କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୧୧.୨୫ ଗତେ ୧ପାଦ କୃଷିହାନି-ଭୂମିଦାନ ।

Virgo

କନ୍ୟା

Saturday 22 Apr 2023

ଉ- ଫାଲ୍‌ଗୁନୀ- ମିତ୍ରଙ୍କ ଠାରୁ ବହୁତ ସାହାର‌୍ୟ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମ କର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ ।

ହସ୍ତା- ବିଦେଶରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପାଇବେ । ପ୍ରେମ କ୍ଷେତ୍ରରେ ସୁଧାର ଆସିବ । ପାରିବାରିକ କ୍ଷେତ୍ରରେ ଉଥାନ,ପତନରେ ଗତି କରିବେ ।

ଚିତ୍ରା- ଯେଉଁ ବ୍ୟକ୍ତି ମାନେ ନୂଆ ଚାକିରି ଚାହୁଁଛନ୍ତି ସୋମାନେ ଏଥିରେ ସଫଳ ହେବେ ବିଦ୍ୟାର୍ଥୀ ମାନେ ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ଶୁଭ ଫଳ ପାଇବେ । ଆଶା କରୁଥିବା ଖବରଟି ପାଇ ମନ ଖୁସି ରହିବ ।

ପ୍ରତିକାର - ସକାଳୁ କିଛି ଖାଦ୍ୟ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :