• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd April 2023: ଏହି ରାଶିର ବ୍ୟକ୍ତି ଆଜି ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ରହିଛି

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୨ୟା ପ୍ରାତଃ ୦୭.୪୯ ଗତେ ୩ୟା,ଘାତ ଚନ୍ଦ୍ର – ବୃଷ, ସିଂହ ଓ କନ୍ୟା ,ଘାତ ବାର – କର୍କଟ , ମିଥୁନ ପ୍ରାତଃ ୦୭.୪୯ ଗତେ ସିଂହ, ଧନୁ ଓ କୁମ୍ଭ,ପୁଷ୍କର ଦୋଷ – ତିଳକାଞନ ଦାନ ପ୍ରାତଃ ୦୭.୪୯ ଗତେ ୨ପାଦ -କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୧୧.୨୫ ଗତେ ୧ପାଦ କୃଷିହାନି-ଭୂମିଦାନ ।

Gemini

ମିଥୁନ

Saturday 22 Apr 2023

ମୃଗଶିରା- ଗାଡି ସତର୍କତାର ସହିତ ଚଳାଇବାକୁ ପଡିବ । ପାରିବାରିରେ କୌଣସି ଏକ ଖୁସି ଖବର ଶୁଣିବେ । ବିଦେଶୀ ସମ୍ବନ୍ଧୀୟ ବ୍ୟବସାୟ ଅଭିବୃଦ୍ଧି ପାଇଁ ସୁଯୋଗ ରହିବ

ଆଦ୍ରା- କର୍ମ କ୍ଷେତ୍ରରେ ଖର୍ଚ୍ଚାନ୍ତ କାରଣରୁ ଆର୍ଥିକ ଚାପ ଦେଖାଦେଇ ପାରେ । ଜୀବନ ସାଥୀଙ୍କ ମଙ୍ଗଳ ଓ ତାଙ୍କର ଭାବନାକୁ ବିଚାର କରି କାର୍ଯ୍ୟ କରିବେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ

ପୁନର୍ବସୁ- କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି । ସରକାରି କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି ।

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :