• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd April 2023: ଏହି ରାଶିର ବ୍ୟକ୍ତି ଆଜି ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ରହିଛି

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୨ୟା ପ୍ରାତଃ ୦୭.୪୯ ଗତେ ୩ୟା,ଘାତ ଚନ୍ଦ୍ର – ବୃଷ, ସିଂହ ଓ କନ୍ୟା ,ଘାତ ବାର – କର୍କଟ , ମିଥୁନ ପ୍ରାତଃ ୦୭.୪୯ ଗତେ ସିଂହ, ଧନୁ ଓ କୁମ୍ଭ,ପୁଷ୍କର ଦୋଷ – ତିଳକାଞନ ଦାନ ପ୍ରାତଃ ୦୭.୪୯ ଗତେ ୨ପାଦ -କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୧୧.୨୫ ଗତେ ୧ପାଦ କୃଷିହାନି-ଭୂମିଦାନ ।

Aquarius

କୁମ୍ଭ

Saturday 22 Apr 2023

ଧନିଷ୍ଠା – ଆତ୍ମିୟଙ୍କ ସହଯୋଗରେ ସନ୍ତାନଙ୍କ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଚାକିରିରେ ପ୍ରାଧ୍ୟନ ମିଳିବ ଓ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟରେ ସୁଧାର ଆସିବ ।

ଶତଭିଷା – ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ବିଦ୍ୟାର୍ଥି ପଢାରେ ତୃଟି କରିପାରନ୍ତି

ପୂ , ଭାଦ୍ରପଦ – ଜମିବାଡି ପୂର୍ବ ସମସ୍ୟା ପୁଣି ଦେଖା ଦେଇପାରେ । ମହିଳା ମାନେ ସୈଭାଗ୍ୟ ଅର୍ଜନ କରିବେ । ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :