• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd October 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବାଣିଜ୍ୟ ପାଇଁ ବିଦେଶକୁ ଯିବାର ଯୋଗ ରହିଛି

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୬ଷ୍ଠୀ ରାତ୍ରି ୦୧.୨୯ ଗତେ ୭ମୀଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ରଘାତବାର- ମକର ରାଶି,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୧.୨୯ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନ ଦାନ ନିଶାନ୍ତ ୦୫.୩୮ ଗତେ ପୁନର୍ବସୁ ୩ ପାଦ-କୃଷି , ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ।

Virgo

କନ୍ୟା

Tuesday 22 Oct 2024

ଉ,ଫଳଗୁନି- ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବନ୍ଧୁଙ୍କ ସାହାର‌୍ୟ୍ୟ ଦ୍ୱାରା କଠିନ କାର‌୍ୟ୍ୟ କରିବେ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର‌୍ୟ୍ୟରେ ସଫଳତା ପାଇବେ

ହସ୍ତା- ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । କ୍ୟାରିୟର କୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ରାଜନୀତିରେ ଶତ୍ରୁମାନେ ଭୟବିତ ହେବେ ।

ଚିତ୍ରା-ନିଜ ଲୋକଙ୍କ ସହିତ ମତାନ୍ତର, ମନାନ୍ତର ଦେଖାଦେବ । କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଆସିବ । ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ ।

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :