• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd October 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବାଣିଜ୍ୟ ପାଇଁ ବିଦେଶକୁ ଯିବାର ଯୋଗ ରହିଛି

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୬ଷ୍ଠୀ ରାତ୍ରି ୦୧.୨୯ ଗତେ ୭ମୀଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ରଘାତବାର- ମକର ରାଶି,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୧.୨୯ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନ ଦାନ ନିଶାନ୍ତ ୦୫.୩୮ ଗତେ ପୁନର୍ବସୁ ୩ ପାଦ-କୃଷି , ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ।

Leo

ସିଂହ

Tuesday 22 Oct 2024

ମଘା- ତୈଳବୀଜ ବ୍ୟବସାୟରେ ବେଶ୍ ଲାଭବାନ୍ ହେବେ । କାମକାର୍ଯ୍ୟ ମାମଲାରେ ଦୂରସ୍ଥାନକୁ ଯିବାକୁ ପଡିବ । ପରିବାରରେ ନିଜର ପଦ ଗରିମା ଅନୁସାରେ ପାରିବାରିକ ସ୍ଥିତି ଭଲ ରହିବ ।

ପୂ,ଫାଲଗୁନି- ଆଜି ଭଲ ବିଚାର ଭରା ରହିବେ ଓ ଆଶାରୁ ବହୁତ ବେଶୀ ଲାଭ ପାଇବେ । ଶିକ୍ଷାର୍ଥୀ ମାନଙ୍କୁ ଆଶାନୁରୂପ ଫଳ ପାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ ।

ଉ,ଫାଲଗୁନି- ନିର୍ମାଣ, ମରାମତି କାମ ଓ ପ୍ରତିଟି ପଦକ୍ଷେପରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ

ପ୍ରତିକାର- କୁଳ ଦେବତାଙ୍କ ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :