• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ମୂଲ୍ୟବାନ୍ ଜିନିଷ ଚୋରି ହୋଇପାରେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର ଚନ୍ଦ୍ର – ସିଂହ ରାତ୍ରି ୦୮/୦୪ ଗତେ କନ୍ୟା ତିଥ ô- ୧୨ଶୀ ସନ୍ଧ୍ୟା ୦୬/୦୨ ଗତେ ୧୩ ଶୀ ଘାତ ଚନ୍ଦ୍ର- କର୍କଟ, ମକର ରାତ୍ରି ୦୮/୦୪ ଗତେ ବୃଷ ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ –୨ ପାଦ ଦିବା ୦୧/୪୯ ଗତେ ୩ ପାଦ- କୃଷି-ପଶୁ ଓ ବଂଶହାନି – ଭୂମି -ଅନ୍ନ ଓ ତିଳକାଞନ ଦାନ

Taurus

ବୃଷ

Saturday 22 Oct 2022

କୃତିକା - ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ପ୍ରେମ ଜୀବନ ଭଲ ରହିବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ

ରୋହିଣୀ – ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ବ୍ୟବସାୟୀ ମାନେ ମୂଳ ଧନରୁ କ୍ଷତି କରିପାରନ୍ତି

ମୃଗଶିରା – ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମହିଳା ମାନେ ଉଚ୍ଚମନା ରହିବେ

ପ୍ରତିକାର – ମାଆ କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :