• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Nov 2022:ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ କର୍ମ ନିଯୁକ୍ତିର ଯୋଗ ରହିଛି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୧୩ଶୀ ଦିବା ୦୮/୪୯ ଗତେ ୧୪ଶୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୧୧/୧୦ ଗତେ ୨ପାଦ ।

Capricorn

ମକର

Tuesday 22 Nov 2022

ଉ , ଷାଢା - ଜୀବନ ସାଥିଙ୍କ ସହିତ ସାମଞସ୍ୟ ବଜାୟ ରହିବ । ଅଫିସ୍‌ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ । ପୁରୁଣା ବନ୍ଧୁଙ୍କ ସହିତ ଦିନଟି ବିତାଇବେ

ଶ୍ରବଣା – ବେପାରରେ ଯୋଜନା ବଦ୍ଧ ରୂପେ କାମ କରିବେ । ସମାଜରେ ମାନ ସମ୍ନାନ ପ୍ରତିଷ୍ଠା ବୃଦ୍ଧି ପାଇବ । ଯାନ ,ବାହନ କିଣିବାରେ ଆଗ୍ରହ ବଢିପାରେ

ଧନିଷ୍ଠା – କୈାଣସି ସହପାଠୀ ଆପଣଙ୍କର ସାହାର୍ଯ୍ୟ ଆଶା କରିପାରନ୍ତି । କୋର୍ଟ କଚେରୀ ମାମଲାଠୁ ଦୂରରେ ରୁହନ୍ତୁ

ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :