• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Nov 2022:ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ କର୍ମ ନିଯୁକ୍ତିର ଯୋଗ ରହିଛି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୧୩ଶୀ ଦିବା ୦୮/୪୯ ଗତେ ୧୪ଶୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୧୧/୧୦ ଗତେ ୨ପାଦ ।

Libra

ତୁଳା

Tuesday 22 Nov 2022

ଚିତ୍ରା – ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । କୈାଣସି ନୂତନ ସ୍ଥାନକୁ ବୁଲିଯିବା ପାଇଁ ପ୍ରସ୍ତୁତ ହେବେ ।

ସ୍ୱାତୀ – ପ୍ରଶାସନିକ ସ୍ତରରେ ସକ୍ରିୟ ରହିବେ । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଶ୍ଚିନ୍ତା ଲାଗି ରହିବ

ବିଶାଖା – ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ଧର୍ମକାର୍ଯ୍ୟରେ ବାଧାପ୍ରାପ୍ତ ଦେଖାଦେବ ।

ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :