• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Nov 2022:ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ କର୍ମ ନିଯୁକ୍ତିର ଯୋଗ ରହିଛି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୧୩ଶୀ ଦିବା ୦୮/୪୯ ଗତେ ୧୪ଶୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୧୧/୧୦ ଗତେ ୨ପାଦ ।

Virgo

କନ୍ୟା

Tuesday 22 Nov 2022

ଉ , ଫାଲଗୁନୀ – ପରିବାରରେ ହସଖୁସିରେ ସମୟ କଟାଇବେ । ଖାଦ୍ୟ ବ୍ୟୟରେ ଅସାବଧାନତା ଯୋଗୁ ପେଟରେ କଷ୍ଟ ଅନୁଭବ କରିବେ । ବ୍ୟବସାୟରେ ଲାଭବାନ୍ ହେବେ

ହସ୍ତା – କର୍ମକ୍ଷେତ୍ରରେ ନିଜ ମନ ଅନୁସାରେ କର୍ମ କରିବେ ଓ ସମସ୍ତଙ୍କର ପ୍ରିୟଭାଜନ ହେବେ । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।

ଚିତ୍ରା – ପୁରୁଣା ବନ୍ଧୁ ବା ବାନ୍ଧବୀଙ୍କର ସହିତ ଦେଖା ହେଇପାରେ । ଛାତ୍ର ଛାତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ 

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :