• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd June 2023: ଏହି ରାଶିର ବ୍ୟକ୍ତି ଆଜି ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ରାତ୍ରି ୦୪.୧୭ ଗତେ ସିଂହ,ତିଥି – ୪ର୍ଥୀ ସନ୍ଧ୍ୟା ୦୫.୨୮ ଗତେ ୫ମୀ । ଘାତ ଚନ୍ଦ୍ର – ରାତ୍ରି ୦୪.୧୭ ଗତେ କର୍କଟ, ମକର ,ଘାତ ବାର – ତୁଳା, କୁମ୍ଭ ,ପୁଷ୍କର ଦୋଷ – ନାସ୍ତି ।

Leo

ସିଂହ

Thursday 22 Jun 2023

ମଘା – ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ସାଧାରଣ କଥାରେ ପତ୍ନୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଆଜି କୈାଣସି ଆନୁଷ୍ଠାନିକ କାମରେ ନିୟୋଜିତ ରହିବେ ।

ପୂ , ଫାଲଗୁନୀ - ପୁରୁଣା ଗାଡି ବିକିବାରେ ମନ ବଳାଇବେ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି

ଉ ,ଫାଲଗୁନୀ – ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସି୍ଥତି ସୃଷ୍ଟି ହେବ । ମହିଳା ମାନେ ଚିନ୍ତିତ ରହିବେ । ରାଜନିତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ

ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :