Daily Horoscope 22nd January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି - ପ୍ରତିପଦ ରାତ୍ରି ୧୦.୨୭ ଗତେ ୨ୟା ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ମେଷ ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ୩ ପାଦ

Aries

ମେଷ

Sunday 22 Jan 2023

ଅଶ୍ୱନୀ- ପାରିବାରିରେ ହସ ଖୁସିର ବାତାବରଣ ରହିବ । ବ୍ୟବସାୟୀମାନେ ଧର‌୍ୟ୍ୟର ସହିତ ସେମାନଙ୍କର କାର‌୍ୟ୍ୟ କରିବା ଆବଶ୍ୟକ । ଆପଣ ନିଜ କାର୍ଯ୍ୟରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଲାଭଦାୟକ ହେବ ।

କୃତିକା- ଚାକିରି କ୍ଷେତ୍ରରେ ପଦୋନ୍ନତି ଆଶା କରିପାରନ୍ତି । ଆପଣଙ୍କର ଜ୍ଞାନ ଏବଂ ଉପସ୍ଥିତ ବୁଦ୍ଧି ଆପଣଙ୍କୁ ସମସ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ । ଆଖପାଖରେ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ସମୟ ବାହାର କରିବେ

ଦ୍ୱିଜା- ପିତୃପୁରୁଷଙ୍କ ସମ୍ପତ୍ତିରେ ବ୍ୟବସାୟ ଲାଭଜନକ ହୋଇପାରେ । ରାଜନୀତି ମାମଲାରେ ଶୁଭ ସମାଚାର ମିଳିପାରେ । ମହିଳା ମାନେ ନୂଆ ଚାକିରିର ସୁଯୋଗ ପାଇବେ ।

ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :