• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କର ଦୂର ଯାତ୍ରାର ସମ୍ଭାବନା ରହିଛି

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୩ୟା ରାତ୍ରି ୦୩.୨୪ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର- କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ପ୍ରାତଃ ୦୬.୩୮ ପର୍ଯ୍ୟନ୍ତ ।

Gemini

ମିଥୁନ

Tuesday 21 Feb 2023

ମୃଗଶିରା- ପାଦରେ ଆଘାତ, ପାଦ ଯନ୍ତ୍ରଣା, ଆଖି ଯନ୍ତ୍ରଣା, ଏବଂ ଅତ୍ୟଧିକ ନିଦ ଆସିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।

ଆଦ୍ରା- କାର‌୍ୟ୍ୟ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦିତ ହେବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ ।

ପୁନର୍ବସୁ- ପଢାପଢିରେ ଓ ପରିକ୍ଷାରେ ସମଫଳ ମିଳିବ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଗୃହସୀମା ମହିଳା ମାନେ ନୂଆ କିଛି କରିବା ପାଇଁ ଚେଷ୍ଟା କେରିବେ

ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :