• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Sept 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ତିଥି – ୧୧ ଶୀ ରାତ୍ରି ୧୧/୩୪ ଗତେ ୧୨ଶୀ ଚନ୍ଦ୍ର – କର୍କଟ ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ରାତ୍ରି ୧୧/୩୪ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

Aries

ମେଷ

Wednesday 21 Sep 2022

ଅଶ୍ୱନୀ – ପ୍ରେମ ଓ ସାଂସାରିକ କ୍ଷେତ୍ରରେ ମଧୁର ସପଂର୍କ ରହିବ

ଦ୍ୱିଜା – ବ୍ୟବସାୟରେ ଅନୁକୂଳ ବାତା ବରଣ ଆସିପାରେ

କୃତିକା – ସତର୍କ ରହି କାର୍ଯ୍ୟ କରିବେ ସୁଫଳ ମିଳିପାରେ

ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :