• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st May 2023: ଏହି ରାଶିର ବ୍ୟକ୍ତି ଆଜି କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର । ଚନ୍ଦ୍ର – ବୃଷ ରାତ୍ରି ୦୯.୪୭ ଗତେ ମିଥୁନ,ତିଥି – ୨ୟା ରାତ୍ରି ୧୦.୦୯ ଗତେ ୩ୟା । ଘାତ ଚନ୍ଦ୍ର – ବିଛା ରାତ୍ରି ୦୯.୪୭ ଗତେ କନ୍ୟା,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି - ଅନ୍ନଦାନ ରାତ୍ରି ୧୦.୦୯ ଗତେ ୧ ପାଦ ।

Virgo

କନ୍ୟା

Sunday 21 May 2023

ଉ- ଫାଲ୍‌ଗୁନୀ- ବ୍ୟବସାୟ ଆରମ୍ଭ କରିବାରେ ଭଲ ସମୟ ଆସିପାରେ । ସର୍ବଦା କାର୍ଯ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୂଭୂତି ଜାଗ୍ରତ ହେବ

ହସ୍ତା- ମନକୁ ସ୍ଥିର ରଖି ସବୁ ସମସ୍ୟାର ସମାଧାନ କରି ପାରିବେ । ସତର୍କ ରହି କାର୍ଯ୍ୟ କରିବେ ସୁଫଳ ମିଳିପାରେ । ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ପ୍ରଶଂସା ମିଳିପାରେ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି

ଚିତ୍ରା- ନିଜର ଆଦର୍ଶ ପ୍ରତିଷ୍ଠା କରିବାରେ ସକ୍ଷମ ହେବେ । କଳା, ବାଣିଜ୍ୟରେ ସନ୍ତୋଷ ଜନକ ଫଳ ପାଇ ପାରନ୍ତି । ବିରୋଧୀ ମାନେ କୈାଣସି କ୍ଷତି କରିପାରିବେ ନାହିଁ ତେଣୁ ସର୍ତକ ରହିବା ଆବଶ୍ୟକ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :