• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th May 2023: ଏହି ରାଶିର ବ୍ୟକ୍ତିଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ପ୍ରତିପଦ ରାତ୍ରି ୦୯.୩୧ ଗତେ ୨ୟା,ଘାତ ଚନ୍ଦ୍ର – ବିଛା ଅହୋରାତ୍ର ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୮.୦୩ ଗତେ ୧ ପାଦ ।

Sagittarius

ଧନୁ

Saturday 20 May 2023

ମୂଳା- ଜରୁରୀ କାମରେ ଘର ଲୋକଙ୍କର ସାହାଯ୍ୟ ପାଇବେ ।  ବିବାହ ପାଇଁ ଲାଗିରହିଥିବା ତାରିଖ ଧାର୍ଯ୍ୟ ହୋଇପାରେ । ଭାବୁଥିବା କାମକୁ ମନପ୍ରାଣ ଦେଇ ପୂରା କରିବେ । ଅଭିଭାବକ ଠାରୁ ଝିଅ ମାନେ ଉପହାର ପାଇ ପାରନ୍ତି

ପୂ, ଷାଢା- ଅବିବାହିତ କନ୍ୟାଙ୍କ ଲାଗି ଲାଭ ଦିନଟିଏ । ଖେଳାଳିମାନେ ନିଜର ଗୈରବ ଫେରି ପାଇବେ । ଆପଣ ଯେଉଁ ନିଷ୍ପତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ । ଜୀବସାଥି ସହ ସୁଖଦ ସମୟ କାଟିବେ ।

ଉ,  ଷାଢା- ଗାଡିମଟର ସାବଧନତା ସହ ଚଲାନ୍ତୁ । ଅସି୍ଥରତା କାରଣରୁ କାର‌୍ୟ୍ୟରେ ତୃଟି କରିପାରନ୍ତି । ଲାଭର ଅବସର ହାତଛଡା କରନ୍ତୁ ନାହିଁ । ଭାଗ୍ୟୋନ୍ନତି ଏବଂ ଧର୍ମ କର୍ମରେ ରୁଚି ବଢିବ

ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :