Advertisment

Daily Horoscope 20th July 2023: ଆଜି ଏହି ରାଶିର ବ୍ୟକ୍ତିମାନଙ୍କର ମନପସନ୍ଦର ଜୀବନସାଥୀ ମିଳିପାରେ

author-image
Tanmay Kumar Mahalik
Daily Horoscope 20th July 2023: ଆଜି ଏହି ରାଶିର ବ୍ୟକ୍ତିମାନଙ୍କର ମନପସନ୍ଦର ଜୀବନସାଥୀ ମିଳିପାରେ
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର ।ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ୩ୟା ଅହୋରାତ୍ର । ଘାତ ଚନ୍ଦ୍ର- ଦିବା ୧୦.୫୫ ଗତେ କର୍କଟ, ମକର । ଘାତବାର- ତୁଳା, କୁମ୍ଭ । ପୁଷ୍କରଦୋଷ- ନାସ୍ତି ।