• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st September 2022: ଆଜି ଏହି ରାଶିର ବ୍ୟକ୍ତିଙ୍କ ସହ ଲାଗିଥିବା ବିବାଦର ସମାଧାନ ହେବ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର ତିଥି – ୫ମୀ ଦିବା ୦୨/୪୯ ଗତେ ୬ଷ୍ଠୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ରାତ୍ରି ୧୨/୧୧ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ

Capricorn

ମକର

Thursday 01 Sep 2022

ଉ , ଷାଢା - କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ

ଶ୍ରବଣା – ଘରୋଇ ଜୀବନ ସୁଖ, ଶାନ୍ତିମୟ ହେବ

ଧନିଷ୍ଠା – ଅଫିସ୍ କାମରେ ଚିନ୍ତା କମ୍ ରହିବ

ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :