• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st September 2022: ଆଜି ଏହି ରାଶିର ବ୍ୟକ୍ତିଙ୍କ ସହ ଲାଗିଥିବା ବିବାଦର ସମାଧାନ ହେବ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର ତିଥି – ୫ମୀ ଦିବା ୦୨/୪୯ ଗତେ ୬ଷ୍ଠୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ରାତ୍ରି ୧୨/୧୧ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ

Aquarius

କୁମ୍ଭ

Thursday 01 Sep 2022

ଧନିଷ୍ଠା – କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି ଲାଗି ଦିନଟି ଉତମ

ଶତଭିଷା – ନୂଆ ସଂପର୍କ ଗଢି ଉଠିବ

ପୂ , ଭାଦ୍ରପଦ – କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :