• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st September 2022: ଆଜି ଏହି ରାଶିର ବ୍ୟକ୍ତିଙ୍କ ସହ ଲାଗିଥିବା ବିବାଦର ସମାଧାନ ହେବ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର ତିଥି – ୫ମୀ ଦିବା ୦୨/୪୯ ଗତେ ୬ଷ୍ଠୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ରାତ୍ରି ୧୨/୧୧ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ

Taurus

ବୃଷ

Thursday 01 Sep 2022

କୃତିକା - ଆପଣଙ୍କୁ ରଚନାତ୍ମକ କାମରୁ ପ୍ରଶଂସା ମିଳିବ

ରୋହିଣୀ – ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ

ମୃଗଶିରା – ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :